ମହାପ୍ରଭୁ ଜଗନ୍ନାଥଙ୍କ ସେବାରେ ନିମଗ୍ନ ୭୪ବର୍ଷୀୟ ବୃଦ୍ଧ । ରଥ ନିର୍ମାଣ ପାଇଁ ପରବର୍ତ୍ତୀ ଯୁବ ପୀଢ଼ିକୁ ଦେଉଛନ୍ତି ରଥ ନିର୍ମାଣ ପ୍ରଶିକ୍ଷଣ ।